Door43-Catalog_or_tn/2TI/02/08.md

1.4 KiB

ମୋହର ସୁସମାଚର ସମ୍ବାଦ ଅନୁସାରେ

"ତାହା ମୋହର ସୁସମାଚାର"

ଯାହା ପାଇଁ ମୁଁ ଦୁଖଃଭୋଗ କରେ

"ସୁସମାଚାର ସମ୍ବାଦ ଯାହା ନିମନ୍ତେ ମୁଁ ଦୁଖଃଭୋଗ କରେ"

ବନ୍ଧନରେ

"ବନ୍ଦୀଅବସ୍ଥାରେ" (ଦେଖନ୍ତୁ: ତୁଳନା/ରୁପକ/ଉପମା)

ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ

"ସୀମିତ ନୁହେଁ" କିମ୍ବା "ଆବଦ୍ଧ ନୁହେଁ" କିମ୍ବା "ସମ୍ପୁର୍ଣ୍ଣ ସ୍ଵତନ୍ତ୍ର ଅଛି"

ଯେଉଁମାନେ ମନୋନୀତ ହୋଇଅଛନ୍ତି ସେମାନଙ୍କ ନିମନ୍ତେ

"ଯାହାକୁ ଈଶ୍ଵର ମନୋନୀତ କରିଅଛନ୍ତି ସେହି ଲୋକମାନଙ୍କ ନିମନ୍ତେ"

ପରିତ୍ରାଣ ଲାଭ କରିପାରନ୍ତି

"ପରିତ୍ରାଣ ପାଇବେ" କିମ୍ବା "ଈଶ୍ଵର ସେମାନଙ୍କୁ ଉଦ୍ଧାର କରିବେ"

ଅନନ୍ତ ଗୌରବ ସହିତ

"ସଦାକାଳ ଈଶ୍ଵରଙ୍କୁ ମହିମା କରିବା" କିମ୍ବା "ଲୋକମାନେ ଈଶ୍ଵରଙ୍କୁ ସଦାକାଳ ଲକ୍ଷ୍ୟ କରିବେ"