Door43-Catalog_or_tn/2TI/02/06.md

1.1 KiB

ଜଣେ ପରିଶ୍ରମୀ କୃଷକ ତାହାଙ୍କ ଅମଳର ଭାଗ ପ୍ରଥମେ ପାଇବା ଉଚିତ୍

ଏହା ତୃତୀୟ ଉପମା ଯାହା ପାଉଲ ତୀମଥିଙ୍କୁ ଦିଅନ୍ତି । ପାଠକ ବୁଝିବା ଉଚିତ୍ ଯେ ଖ୍ରୀଷ୍ଟଙ୍କ ଦାସମାନେ କଠିନ ପରିଶ୍ରମ କରିବା ଉଚିତ୍ । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ମୁଁ ଯାହା କହୁଅଛି ତାହା ବିଷୟରେ ଚିନ୍ତା କର

ପାଉଲ ତୀମଥିଙ୍କୁ ତିନିଗୋଟି ଉପମା ଦିଅନ୍ତି, କିନ୍ତୁ ସେ ସେଗୁଡିକର ଅର୍ଥକୁ ସ୍ପଷ୍ଟ କରନ୍ତି ନାହିଁ । ପାଉଲ ଖ୍ରୀଷ୍ଟଙ୍କ ଦାସମାନଙ୍କ ବିଷୟରେ କ'ଣ ତାହା ତୀମଥିଙ୍କୁ ବୁଝିବାକୁ ସେ ଆଶା କଲେ ।

କାରଣ ପ୍ରଭୁ

"କାରଣ ପ୍ରଭୁ"