Door43-Catalog_or_tn/2TI/02/03.md

3.2 KiB
Raw Permalink Blame History

କିପରି ଜଣେ ଖ୍ରୀଷ୍ଟଙ୍କ ଦାସ ବାସ କରିବା ଉଚିତ୍ ତାହା କହିବାକୁ ପାଉଲ ୪,୫, ଓ ୬, ପଦଗୁଡିକରେ ତିନିଗୋଟି ଉପମା ବ୍ୟବହାର କରନ୍ତି । (ଦେଖନ୍ତୁ: ତୁଳନା/ରୁପକ/ଉପମା)

ମୋ ସହିତ କ୍ଲେଶଭୋଗ କର

ସମ୍ଭାବନା ଅର୍ଥଗୁଡିକ ୧) ମୁଁ ଯେପରି କରେ ସେହିପରି ଦୁଖଃ ସହ୍ୟ କର ।" (ଦେଖନ୍ତୁ UDB) କିମ୍ବା ) "ମୋହର ଦୁଖଃର ଭାଗୀ ହୁଅ ।"

କୌଣସି ସୈନିକ ସେବା କରେ ନାହିଁ ଯେତେବେଳେ ସେ ଏହି ଜୀବନର ବିଷୟରେ ଜଡିତ ହୁଏ

"କୌଣସି ସୈନିକ ସେବା କରନ୍ତି ନାହିଁ ଯେତେବେଳେ ସେ ଏହି ଜୀବନର ପ୍ରତ୍ୟେକ ବିଷୟରେ ଜଡିତ ଥାଏ" କିମ୍ବା "ଯେତେବେଳେ ସୈନିକମାନେ ସେବା କରୁଅଛନ୍ତି, ଲୋକମାନେ କରୁଥିବା ସାଧାରଣ ବିଷୟ ଦ୍ଵାରା ସେମାନେ ବିଚଳିତ ହୁଅନ୍ତି ନାହିଁ ।" ତିନିଗୋଟି ଉପମା ମଧ୍ୟରୁ ଏହା ପ୍ରଥମ ଅଟେ । ପାଠକ ବୁଝିବା ଉଚିତ୍ ଯେ ଖ୍ରୀଷ୍ଟଙ୍କ ସେବକମାନଙ୍କୁ ପ୍ରତ୍ୟେକ ଦିନର ଜୀବନ ଖ୍ରୀଷ୍ଟଙ୍କ କାର୍ଯ୍ୟଠାରୁ ଦୂରରେ ନ ରଖିବା ଉଚିତ୍ ।

ଜଡିତ

ଅନ୍ୟ ବିଷୟ କରିବା ହେତୁ ସେବା କରିବାଠାରୁ ନିବାରିତ ହେଲେ ଯେମିତି ଏକ ଜାଲରେ ଧରାଗଲେ ।

ବରିଷ୍ଠ କର୍ମଚାରୀ

"ଯେ ଜଣେ ତାହାଙ୍କୁ ସୈନିକ ରୂପେ ନାମିତ କଲେ"

ଜଣେ ଖେଳାଳି ... ପୁରଷ୍କୃତ ହୁଏ ନାହିଁ ଯେ ପର୍ଯ୍ୟନ୍ତ ସେ ନିୟମଗୁଡିକ ଦ୍ଵାରା ପ୍ରତିଯୋଗିତାରେ ଅଂଶଗ୍ରହଣ କରେ ନାହିଁ

ଏହା ଦ୍ବିତୀୟ ଉପମା ଯାହା ପାଉଲ ତୀମଥିଙ୍କୁ ଦିଅନ୍ତି । ପାଠକ ବୁଝିବା ଉଚିତ୍ ଯେ ଖ୍ରୀଷ୍ଟଙ୍କ ଦାସମାନେ ତାହା କରିବା ଆବଶ୍ୟକ ଯାହା ଖ୍ରୀଷ୍ଟ କରିବାକୁ କହନ୍ତି ।

ସେ ପୁରଷ୍କୃତ ହୁଏ ନାହିଁ

"ସେ ପୁରଷ୍କାର ଜିତେ ନାହିଁ"

ନିୟମାଗୁଡିକ ଦ୍ଵାରା ଅଂଶଗ୍ରହଣ କରିବା

"ସଠିକ ଭାବରେ ନିୟମଗୁଡ଼ିକୁ ପାଳନ କରିବା" କିମ୍ବା "ନିୟମ ଅନୁସାରେ ସଠିକ୍ ଭାବେରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା"