Door43-Catalog_or_tn/2TI/01/15.md

1.3 KiB
Raw Permalink Blame History

ମୋ ଠାରୁ ବୁଲିପଡିଲେ

ସେମାନେ ତାହାଙ୍କୁ ପରିତ୍ୟାଗ କଲେ ଯେହେତୁ ସେ ଗିରଫ ହୋଇଥିଲେ ଏବଂ ବନ୍ଦୀଗୃହରେ ପକାଯାଇଥିଲେ ।

ମୋହର ଜଞ୍ଜିରର ନିମନ୍ତେ ଲଜ୍ଜା ନ ଥିଲି

ଅନୀସିଫର ପାଉଲଙ୍କ ନିମନ୍ତେ ଲଜ୍ଜା ନ ଥିଲେ ଯେହେତୁ ସେ ବନ୍ଦୀଗୃହରେ ଥିଲେ କିନ୍ତୁ ତାହାଙ୍କୁ ଦେଖିବାକୁ ବାରମ୍ବାର ଆସିଲେ । ବନ୍ଦୀଗୃହରେ ରହିବାର ଜନ୍ଜଜି ଏକ ଲାକ୍ଷଣିକ ଶବ୍ଦ ଅଟେ । (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ସେହି ଦିନରେ ... ତାହାଙ୍କୁ ଦୟା ପାଇବାକୁ ପ୍ରଦତ୍ତ କର

ପାଉଲ ଚାହୁଁଅଛନ୍ତି ଯେ ଅନୀସିଫର ଦୟା ପାଅନ୍ତୁ ଏବଂ ଦଣ୍ଡ ନୁହେ ହୁଏତ ୧) ପ୍ରଭୁଙ୍କ ପୁନର୍ବାର ଆଗମନ ଦିନ କିମ୍ବା ) ସେହି ଦିନ ଯେତେବେଳେ ଈଶ୍ଵର ଲୋକମାନଙ୍କୁ ବିଚାର କରିବେ ।