Door43-Catalog_or_tn/2TI/01/03.md

4.3 KiB
Raw Permalink Blame History

ମୋହର ପୂର୍ବପୁରୁଷମାନଙ୍କଠାରୁ ମୁଁ ସେବା କରେ

ପାଉଲ ସେହି ଈଶ୍ଵରଙ୍କ ଉପାସନା କରନ୍ତି ଯେପରି ତାହାଙ୍କ ପୂର୍ବ କାଳର ପୂର୍ବପୁରୁଷମାନେ କଲେ । ଏହା ମଧ୍ୟ ଏହିପରି ପଢାଯାଇ ପାରିବ, "...ଯେପରି ଜଣେ ଖ୍ରୀଷ୍ଟିୟାନ ମୁଁ ତାହାଙ୍କ ନିମନ୍ତେ ମୋହର କର୍ତ୍ତବ୍ୟକୁ ସମ୍ପାଦନ କରେ ଯେପରି ମୋହର ପୂର୍ବପୁରୁଷମାନେ ଯେଉଁମାନେ ମୋ ଆଗରୁ ଆସିଲେ ଓ କଲେ..."

ଏକ ଶୁଦ୍ଧ ବିବେକରେ

"ଏକ ଶୁଚି ବିବେକ ସହ ।" ତ୍ରୁଟିକାର୍ଯ୍ୟର ଭାବନା ଦ୍ଵାରା ସେ ଚିନ୍ତିତ ନାହାନ୍ତି ଯେହେତୁ ସେ ସର୍ବଦା ଯାହା ଯଥାର୍ଥ ଥିଲା ତାହା କରିବାକୁ ଚେଷ୍ଟା କରିଅଛନ୍ତି ।

ଯେପରି ମୁଁ ତୁମ୍ଭମାନଙ୍କ ସର୍ବଦା ସ୍ମରଣ କରେ

"ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଅବିଚ୍ଛନ୍ନ ଭାବରେ ସ୍ମରଣ କରେ" କିମ୍ବା "ଯେତେବେଳେ ମୁଁ ସମସ୍ତ ସମୟରେ ତୁମ୍ଭମାନଙ୍କୁ ସ୍ମରଣ କରେ" କିମ୍ବା "ଯେ ମୁଁ ତୁମ୍ଭମାନଙ୍କୁ ସର୍ବଦା ସ୍ମରଣ କରେ"

ଦିବା ଏବଂ ରାତ୍ର

ଏହି ଶବ୍ଦର ଅର୍ଥ ବଦଳିପାରେ ନିମ୍ନଲିଖିତ: ୧) ପ୍ରାର୍ଥନା "ମୋହର ପ୍ରାର୍ଥନା ଦିବା ଓ ରାତ୍ର" ) ସ୍ମରଣ କରିବା "ମୁଁ ତୁମ୍ଭମାନଙ୍କୁ ସର୍ବଦା ଦିବା ଓ ରାତ୍ର ସ୍ମରଣ କରେ ୩) ତିବ୍ର ଅଭିଳାଷ "ଦିବା ଓ ରାତ୍ର ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରେ ।"

ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରେ

"ତୁମ୍ଭମାନଙ୍କୁ ଦେଖିବାକୁ ଅତ୍ୟଧିକ ଚାହୁଁଅଛି"

ତୁମ୍ଭମାନଙ୍କର ଲୋତକ ସ୍ମରଣ କରୁଅଛି

"ତୁମ୍ଭେମାନେ ଦୁଖଃଭୋଗ କରିଥିବା ସମସ୍ତ ବିଷୟକୁ ,ମୋହର ମନରେ ରଖି"

ଆନନ୍ଦରେ ପରିପୁର୍ଣ୍ଣ ହୁଏ

"ଅତ୍ୟଧିକ ଆନନ୍ଦ ହୁଏ" କିମ୍ବା "ବହୁତ ଆନନ୍ଦିତ ହୁଅ"

ସ୍ମରଣ କରିଥିବାରୁ

"ଯେହେତୁ ମୁଁ ସ୍ମରଣ କରିଅଛି" କିମ୍ବା "ଯେତେବେଳେ ମୁଁ ସ୍ମରଣ କରୁଅଛି" କିମ୍ବା "କାରଣ ମୁଁ ସ୍ମରଣ କରୁଅଛି" କିମ୍ବା "ଏବଂ ସ୍ମରଣ କରିଥିବାରୁ"

ତୁମ୍ଭମାନଙ୍କର ବିଶୁଦ୍ଧ ବିଶ୍ଵାସ

"ତୁମ୍ଭମାନଙ୍କର ବିଶ୍ଵାସ ଯାହା ପ୍ରକୃତ ଅଟେ" କିମ୍ବା "ତୁମ୍ଭମାନଙ୍କର ବିଶ୍ଵାସ ଯାହା ଛଳନା ନୁହେଁ ।" ଜଣେ ସମ୍ପାଦନକାରୀ ଯେ ରଙ୍ଗାଳୟରେ ଅଭିନୟ କରେ ସେହି ଶବ୍ଦର ନାସ୍ତିବାଚକ ଅନୁବାଦିତ "ବିଶୁଦ୍ଧ" ଶବ୍ଦ ଅଟେ । ଏହାର ଅର୍ଥ "ଅକପଟ" କିମ୍ବା "ସତ୍ୟ ।"

ବିଶ୍ଵାସ ... ଯାହା ତୁମ୍ଭର ଜେଜେମାଙ୍କଠାରେ ବାସ କଲା ... ବର୍ତ୍ତମାନ ତୁମ୍ଭଠାରେ ବାସ କରେ

ତୀମଥିଙ୍କ ଜେଜେମା ଜଣେ ଧାର୍ମିକ ସ୍ତ୍ରୀ ଥିଲା ଏବଂ ପାଉଲ ତାହାଙ୍କ ଜେଜେମାଙ୍କ ସହିତ ତୀମଥିଙ୍କ ବିଶ୍ଵାସ ତୁଳନା କରୁଅଛନ୍ତି ।