Door43-Catalog_or_tn/2TH/03/16.md

737 B

ଶାନ୍ତିର ପ୍ରଭୁ ନିଜେ

"ନିଜେ" ଏହା ଘୋଷଣା କରିବାକୁ ଗୁରୁତ୍ଵ ଦିଏ ଯେ ଶାନ୍ତିର ପ୍ରଭୁ ଏହା ବ୍ୟକ୍ତିଗତ ଭାବରେ ଏହାକୁ କରିବେ ।

ତୁମ୍ଭେମାନେ

"ତୁମ୍ଭେମାନେ" ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ଏହା ମୋହର ନମସ୍କାର, ପାଉଲ, ମୋହର ନିଜ ହସ୍ତରେ

"ମୁଁ, ପାଉଲ, ଏହି ନମସ୍କାର ମୋହର ନିଜ ହସ୍ତରେ ଲେଖୁଅଛି"