Door43-Catalog_or_tn/2TH/03/10.md

911 B

ଆମ୍ଭେମାନେ

ପାଉଲ, ଶୀଲା ଏବଂ ତିମଥିଙ୍କୁ ଦର୍ଶାଏ କିନ୍ତୁ ଥେସଲନୀକୀୟମାନଙ୍କୁ ନୁହେଁ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଠ)।

ତୁମ୍ଭମାନଙ୍କୁ

ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ (ଦେଖନ୍ତୁ: ତୁମ୍ଭର ଗଠନ)

କେତେକ ଆଳସ୍ୟପରାୟଣ ଭାବରେ ଗମନ କରନ୍ତି

"କେତେକ ଆଳସ୍ୟପରାୟଣ ଜୀବନ ଯାପନ କରନ୍ତି" କିମ୍ବା "କେତେକ ଅଳସୁଆ ଅଟନ୍ତି"

ନିରବତ୍ତା ସହ

"ନୀରବରେ, ଶାନ୍ତରେ, ଶାନ୍ତଶିଷ୍ଟ ଭାବରେ"