Door43-Catalog_or_tn/2TH/03/06.md

2.2 KiB

ବର୍ତ୍ତମାନ

ଏକ ନୂତନ ବିଷୟକୁ ଚିହ୍ନଟ କରେ ।

ଆମ୍ଭେମାନେ ଆଜ୍ଞାଦେଉ...ଆମ୍ଭମାନଙ୍କଠାରୁ

"ଆମ୍ଭେମାନେ" ଏବଂ "ଆମ୍ଭମାନଙ୍କୁ" ପାଉଲ, ଶୀଲା ଏବଂ ତିମଥିଙ୍କୁ ଦର୍ଶାଏ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଠ)।

ତୁମ୍ଭମାନଙ୍କୁ ଆଜ୍ଞା ଦେଉ...ତୁମ୍ଭେମାନେ ଦୂରରେ ରୁହ

"ତୁମ୍ଭେମାନେ' ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ଆମ୍ଭେମାନେ ତୁମ୍ଭମାନଙ୍କୁ ଆଜ୍ଞା ଦେଉ

"ଆମ୍ଭେମାନେ ତୁମ୍ଭମାନଙ୍କୁ ଦାୟିତ୍ଵ ଦେଉ" କିମ୍ବା "ଆମ୍ଭେମାନେ ତୁମ୍ଭମାନଙ୍କୁ ଆଦେଶ ଦେଉ"

ଆମ୍ଭମାନଙ୍କର ପ୍ରଭୁ

"ଆମ୍ଭର" ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ କରେ । (ଦେଖନ୍ତୁ: ସମିଷ୍ଠ/ସମୂହତା)

ଆଳସ୍ୟପରାୟଣ ଭାବରେ ବାସ କରିବା

"ଅଳସୁଆ ଏବଂ କାମ କରିବାକୁ ମନା କରେ" (UDB)

ଆମ୍ଭମାନଙ୍କୁ ଅନୁସରଣ କରିବାକୁ

"ଆମ୍ଭମାନଙ୍କ ପରି କାର୍ଯ୍ୟ କରିବା"

ଆମ୍ଭେମାନେ ରାତି ଏବଂ ଦିନ କାର୍ଯ୍ୟକଲୁ

"ଆମ୍ଭେମାନେ ବହୁତ ପରିଶ୍ରମ କଲୁ: (ଦେଖନ୍ତୁ: ଅତ୍ୟୁକ୍ତି)

ଏହା ନୁହଁ କି ଆମ୍ଭମାନଙ୍କ ପାଖରେ ଅଧିକାର ନାହିଁ

"ଆମ୍ଭମାନଙ୍କ ପାଖରେ ଅଧିକାର ଅଛି" (ଦେଖନ୍ତୁ: ଦୁଇଅଂଶ ଯୁକ୍ତ ନାସ୍ତିବାଚକ)