Door43-Catalog_or_tn/2TH/03/04.md

1.2 KiB

ପ୍ରଭୁଙ୍କଠାରେ

"ପ୍ରଭୁଙ୍କ ସହ ସଂଯୁକ୍ତ ହୁଅ" (UDB)

ଆମ୍ଭେମାନେ

"ଆମ୍ଭେମାନେ" ପାଉଲ, ଶୀଲା ଏବଂ ତିମଥିଙ୍କୁ ଦର୍ଶାଏ କିନ୍ତୁ ସେମାନଙ୍କର ଶ୍ରୋତାମାନଙ୍କୁ ନୁହେଁ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଠ)

ସମ୍ବନ୍ଧରେ

"ବିଷୟରେ"

ତୁମ୍ଭେମାନେ

"ତୁମ୍ଭେମାନେ" ଏବଂ "ତୁମ୍ଭର" ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ । (ଦେଖନ୍ତୁ: 'ତୁମ୍ଭର' ଗଠନ)

ତୁମ୍ଭମାନଙ୍କର ହୃଦୟକୁ ଚାଳିତ କର

ଏହା ଏକ ବ୍ୟକ୍ତ ଯାହା କେବେଳ ଶରୀରର ଏକ ଭାଗକୁ ଦର୍ଶାଏ କିନ୍ତୁ ବିଶ୍ଵାସୀମାନଙ୍କୁ ।

"ତୁମ୍ଭମାନଙ୍କର ହୃଦୟକୁ ପଥ ଦେଖାଅ" (ଦେଖନ୍ତୁ: ଅଳଙ୍କାର 'ସିନେକଡୋଖେ')