Door43-Catalog_or_tn/2TH/01/11.md

2.4 KiB

ଏହା ପାଇଁ ଆମ୍ଭେମାନେ ମଧ୍ୟ ପ୍ରାର୍ଥନା କରୁ

"ଆମ୍ଭେମାନେ ମଧ୍ୟ ପ୍ରାର୍ଥନା କରୁ"

ଆମ୍ଭେମାନେ

"ଆମ୍ଭେମାନେ" ସର୍ବନାମ ପାଉଲ, ଶୀଲା, ଏବଂ ତିମଥିଙ୍କୁ ଦର୍ଶାଏ ।(ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଠ)

ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଅବିଶ୍ରାନ୍ତ ଭାବରେ ପ୍ରାର୍ଥନା କରୁ

"ବାରମ୍ବାର"। (ଦେଖନ୍ତୁ: ଅତ୍ୟୁକ୍ତି)

ତୁମ୍ଭେମାନେ

ବହୁବଚନ ସର୍ବନାମର ସମସ୍ତ ଦ୍ଵିତୀୟ ବ୍ୟକ୍ତି "ତୁମ୍ଭେମାନେ" ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ଉତ୍ତମତାର ପ୍ରତ୍ୟେକ ଅଭିଳାଷ ପୁର୍ଣ୍ଣ କର

"ତୁମ୍ଭେମାନେ ଇଚ୍ଛା କରୁଥିବା ପ୍ରତ୍ୟେକ ପଥରେ ଉତ୍ତମ କରିବାରେ ସକ୍ଷମ କରନ୍ତୁ" । (UDB)

ତୁମ୍ଭମାନଙ୍କ ଦ୍ଵାରା ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ନାମ ଗୌରବାନ୍ୱିତ ହୋଇପାରେ

"ଯେ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ଗୌରବାନ୍ୱିତ କରିପାର" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଏବଂ ତୁମ୍ଭେମାନେ ତାହାଙ୍କ ଦ୍ଵାରା

"ଏବଂ ଯୀଶୁ ତୁମ୍ଭମାନଙ୍କ ଗୌରବାନ୍ୱିତ କରିପାରନ୍ତି" (ଦେଖନ୍ତୁ: ଶବ୍ଦର ବିଲୋପ) (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବଚ୍ୟ)

ଆମ୍ଭମାନଙ୍କ ଈଶ୍ଵରଙ୍କ ଅନୁଗ୍ରହ ହେତୁ

"ଆମ୍ଭମାନଙ୍କ ଈଶ୍ଵରଙ୍କ ଅନୁଗ୍ରହ ହେତୁ"