Door43-Catalog_or_tn/2TH/01/09.md

1.4 KiB

ସେମାନେ ଦୁଃଖଭୋଗ କରିବେ

"ଲୋକମାନେ ଯେଉଁମାନେ ସୁସମାଚାରକୁ ମାନନ୍ତି ନାହିଁ"

ଅନନ୍ତକାଳ ବିନାଶ

ଆଶାବିହୁନେ ବିନାଶ ହେବା ଅନନ୍ତକାଳର ଏକ ପ୍ରକ୍ରିୟା ।

ଯେତେବେଳେ ସେ ସେହି ଦିନ ଆସିବେ

ଯେତେବେଳେ ଯୀଶୁ ପ୍ରଭୁଙ୍କ ଦିନରେ ଆସନ୍ତି

ତାହାଙ୍କ ସାଧୁମାନଙ୍କ ଦ୍ଵାରା ମହିମାନ୍ୱିତ ହେବାକୁ

ଏହି ନିଷ୍କ୍ରିୟ ବାକ୍ୟାଂଶ ଏହିପରି ଭାବରେ ମଧ୍ୟ କୁହାଯାଇପାରିବ ଯେମିତି "ଯୀଶୁଙ୍କ ବିଶ୍ଵାସୀମାନେ ତାହାଙ୍କୁ ମହିମାନ୍ୱିତ କରିବେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଆଶ୍ଚର୍ଯ୍ୟନ୍ୱୀତ ହେବେ

"ଆଚମ୍ବିତ ହେବେ" କିମ୍ବା "ବିସ୍ମୟାନ୍ୱୀତରେ ଠିଆ ହେବା"

ତୁମ୍ଭମାନଙ୍କୁ

ଥେସଲନୀକୀୟ ବିଶ୍ଵାସୀମାନଙ୍କୁ (ଦେଖନ୍ତୁ: ତୁମ୍ଭର ଗଠନ)