Door43-Catalog_or_tn/2TH/01/06.md

1.2 KiB

ଈଶ୍ଵରଙ୍କ ନିମନ୍ତେ ଏହା ଧାର୍ମିକ ଅଟେ

"ଈଶ୍ଵର ସତ୍ୟ ଅଟନ୍ତି" କିମ୍ବା "ଈଶ୍ଵର ନ୍ୟାୟ ଅଟନ୍ତି"

ଏବଂ ତୁମ୍ଭମାନଙ୍କୁ ଉପଶମ କରିବେ

ଶବ୍ଦ ବିଲୋପର ଉଦାହରଣ ଏହି ଶବ୍ଦଗୁଡିକୁ ଛାଡେ "ଈଶ୍ଵରଙ୍କୁ ଫେରିବା ନିମନ୍ତେ" । ଏହା ଅନୁବାଦ ହୋଇପାରେ ଯେମିତି, "ଏବଂ ଈଶ୍ଵର ଫେରିଆସି ତୁମ୍ଭମାନଙ୍କୁ ଉପଶମ ଦେବାକୁ ।" (ଦେଖନ୍ତୁ: ଶବ୍ଦର ବିଲୋପ)

ତାହାଙ୍କ ଶକ୍ତିର ଦୂତମାନେ

ଈଶ୍ଵରଙ୍କ ଶକ୍ତିଶାଳୀ ଦୂତମାନେ

ଜ୍ୱଳନ୍ତ ଅଗ୍ନିରେ କି ସେ ଅନ୍ୟାୟର ପ୍ରତିଶୋଧ ନେବେ

"ତା'ପରେ ପ୍ରଜ୍ୱଳିତ ଅଗ୍ନି ସହ ସେ ଦଣ୍ଡ ଦେବେ" (UDB) କିମ୍ବା "ପ୍ରଭୁ ଯୀଶୁ ପ୍ରଜ୍ୱଳିତ ଅଗ୍ନି ସହ ଦଣ୍ଡ ଦେବେ"