Door43-Catalog_or_tn/2TH/01/03.md

2.2 KiB

ଆମ୍ଭେମାନେ ଉଚିତ୍

"ଆମ୍ଭେ" ପାଉଲ, ଶୀଲା, ଏବଂ ତିମଥିଙ୍କୁ ଦର୍ଶାଏ କିନ୍ତୁ ଥେସଲନୀକୀୟ ଶ୍ରୋତାମାନଙ୍କୁ ନୁହେଁ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ପାଇଁ ଉଦ୍ଦିଷ୍ଠ)

ସର୍ବଦା ଈଶ୍ଵରଙ୍କୁ ଧନ୍ୟବାଦ ଦିଅ

"ବାରମ୍ବାର ଈଶ୍ଵରଙ୍କୁ ଧନ୍ୟବାଦ ଦିଅ" (ଦେଖନ୍ତୁ: ଅତ୍ୟୁକ୍ତି)

କାରଣ ଏହା ଉପଯୁକ୍ତ ଅଟେ

"କାରଣ ଏହା କରିବାର ଯଥାର୍ଥ ବିଷୟ" କିମ୍ବା "କାରଣ ଏହା ଉତ୍ତମ ଅଟେ"

ପରସ୍ପର ପ୍ରତି

"ତୁମ୍ଭମାନଙ୍କର ବନ୍ଧୁ ବିଶ୍ଵାସୀମାନଙ୍କ ପ୍ରତି"

ତୁମ୍ଭମାନଙ୍କ ନିମନ୍ତେ

ଏହା ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଦର୍ଶାଏ । (ଦେଖନ୍ତୁ: ତୁମ୍ଭର ଗଠନ)

ଆମ୍ଭେ ନିଜେ

"ଆମ୍ଭେ ନିଜେ" ସ୍ଵଂୟବାଚକ ସର୍ବନାମ ଅଟେ ପାଉଲଙ୍କ ଗର୍ବକୁ ଗୁରୁତ୍ଵ ଦେବାକୁ ବ୍ୟବାହାର କରାଯାଇଅଛି । କିଛି ଅନୁବାଦ ଏହିପରି ବ୍ୟକ୍ତ କରନ୍ତି "ଆମ୍ଭେ"।

ତାଡନା ଏବଂ ଦୁଃଖ କଷ୍ଟ ଏହା ଏକା ବିଷୟ କହେ କିନ୍ତୁ ସେମାନେ କିପରି ଅତିଶୟ ଦୁଃଖଭୋଗ କରୁଥିଲେ ତାହାକୁ ଗୁରୁତ୍ଵ ଦେବାକୁ ବିଭିନ୍ନ ଭାବରେ ବ୍ୟବହାର କରାଯାଏ । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ)

ଯେ ତୁମ୍ଭେମାନେ ଯୋଗ୍ୟ ବୋଲି ଗଣିତ ହେବ

ଯେ ଈଶ୍ଵର ତୁମ୍ଭମାନଙ୍କୁ ତାହାଙ୍କ ନିମନ୍ତେ ମୁଲ୍ୟବାନ ବୋଲି ତାହାଙ୍କ ରାଜ୍ୟରେ ମନେ କରିବେ ।