Door43-Catalog_or_tn/2TH/01/01.md

598 B

ତୁମ୍ଭେ

"ତୁମ୍ଭେ" ଥେସଲନୀକୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ଦର୍ଶାଏ ।(ଦେଖନ୍ତୁ: ତୁମ୍ଭର ଗଠନଗୁଡିକ)

ସିଲ୍ବାନ୍

"ଶୀଲା" ର ଲାଟିନ୍ ଗଠନ "ସିଲ୍ବାନ" ଅଟେ । ସେ ସେହି ବ୍ୟକ୍ତି ଯେ ଶୀଲା ବୋଲି ଡକାଯାଇଅଛନ୍ତି ଏବଂ ଯେ ପ୍ରେରିତ ପୁସ୍ତକରେ ପାଉଲଙ୍କ ସହ ଯାତ୍ରା କରିଥିଲେ ।