Door43-Catalog_or_tn/2PE/03/17.md

1.1 KiB

ସେଥିପାଇଁ, ପ୍ରିୟଜନ, ଯେହେତୁ ତୁମ୍ଭେମାନେ ଏହି ସବୁ ବିଷୟ ଜାଣ,

ଇଶ୍ଵରଙ୍କ ଧୌର୍ଯ୍ୟ ଏବଂ ଏହି ଭଣ୍ଡ ଶିକ୍ଷକମାନଙ୍କ ଶିକ୍ଷା ବିଷୟର ସତ୍ୟ ।

ଆପଣା ଆପାଣା ସତର୍କ କର

"ସାବଧାନ ରୁହ ଏବଂ ଆପଣାକୁ ରକ୍ଷା କର"

ତୁମ୍ଭେମାନେ ନିଜର ବିଶ୍ଵସ୍ତତାକୁ ହରାଉଅଛ

ଯୀଶୁ ଖ୍ରୀଷ୍ଟଙ୍କ ତୁମ୍ଭର ବିଶ୍ଵାସକୁ ତୁମ୍ଭେ ସନ୍ଦେହ କରିବା ଆରମ୍ଭ କରୁଅଛ ।

କିନ୍ତୁ ବୃଦ୍ଧି ପାଅ...

ବିଶ୍ଵାସୀମାନେ ସେମାନଙ୍କର ବିଶ୍ଵସ୍ତତାରେ କିପରି ବୃଦ୍ଧି ପାଇବେ ଏବଂ ସେମାନଙ୍କର ଭଣ୍ଡ ଶିକ୍ଷକମାନଙ୍କଠାରୁ କିପରି ରକ୍ଷା କରିବେ ତାହା ପିତର ବର୍ଣ୍ଣନା କରନ୍ତି ।