Door43-Catalog_or_tn/2PE/03/14.md

2.3 KiB

ତାହାଙ୍କ ସହିତ ଶାନ୍ତି ସ୍ଥାପନ କରିବାକୁ ।

"ଇଶ୍ଵରଙ୍କ ସହ ଶାନ୍ତିରେ ରହିବାକୁ"

ଏବଂ ପରିତ୍ରାଣ ନିମନ୍ତେ ଆମ୍ଭମାନଙ୍କର ପ୍ରଭୁଙ୍କ ଧୌର୍ଯ୍ୟକୁ ସ୍ଵୀକାର କରିବା

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କୁ ଅନନ୍ତ ଜୀବନ ଦେବାକୁ ପ୍ରଭୁ ଅପେକ୍ଷା କରନ୍ତି ।

ଆମ୍ଭମାନଙ୍କର ପ୍ରିୟ ଭାଇ ପାଉଲ

ଜଣେ ସହଯୋଗୀ ପ୍ରେରିତ ଯେ ବିଶ୍ଵାସୀମାନଙ୍କୁ ଲେଖିଥିଲେ ଯାହାକୁ ପିତର ଲେଖୁଅଛନ୍ତି ।

ତାହାଙ୍କୁ ଦିଆଯାଇଥିବା ଜ୍ଞାନ ଅନୁସାରେ

ବିକଳ୍ପ ଅନୁବାଦ: "ଜ୍ଞାନ ଏବଂ ବୁଝିବା ଶକ୍ତି ଯାହା ଇଶ୍ଵର ପାଉଲଙ୍କୁ ଦେଲେ ସେହି ଅନୁସାରେ"

ପାଉଲ ଏହି ସବୁ ବିଷୟଗୁଡିକୁ ତାହାଙ୍କ ସମସ୍ତ ପତ୍ରରେ କହନ୍ତି

"ଇଶ୍ଵରଙ୍କ ଧୌର୍ଯ୍ୟ ପରିତ୍ରାଣ ପ୍ରତି ନିଏ ଏହା ପାଉଲ ତାହାଙ୍କ ସମସ୍ତ ପତ୍ରରେ କହନ୍ତି"

ଯେଉଁଥିରେ କେତେକ ବିଷୟ ରହିଅଛି ଯାହା ବୁଝିବା ବହୁ କଷ୍ଟକର

ପାଉଲଙ୍କ ପତ୍ରରେ ସେହିପରି ବିଷୟ ରହିଅଛି ଯାହାର ଅର୍ଥ ଜାଣିବା ସହଜ ନୁହଁ ।

ଅନିୟନ୍ତ୍ରଣ ଏବଂ ଅସ୍ଥିର ଲୋକମାନେ ଏହି ସବୁ ଶିକ୍ଷାକୁ ମିଥ୍ୟା ବର୍ଣ୍ଣନା କରନ୍ତି,

ଅଧାର୍ମିକ ଲୋକମାନେ ଶେଷ ଦିନର ବିଷୟ ସବୁର ମିଥ୍ୟା ବର୍ଣ୍ଣନା କରନ୍ତି ସାଥେ ସାଥେ ଅନ୍ୟ ଶାସ୍ତ୍ରକୁ ଏବଂ ଏହା ନିମନ୍ତେ ବିଚାରିତ ହେବେ ।