Door43-Catalog_or_tn/2PE/03/08.md

1.3 KiB

ପ୍ରିୟଜନ, ଏହା ତୁମ୍ଭମାନଙ୍କର ଧ୍ୟାନରୁ ନ ଯିବା ଉଚିତ୍

"ପ୍ରିୟଜନ, ଭୁଲ ନାହିଁ"

ପ୍ରଭୁଙ୍କ ସହିତ ଏକ ଦିନ ହିଁ ଏକ ହଜାର ବର୍ଷ ସଦୃଶ୍ୟ, ଏବଂ ଏକ ହଜାର ବର୍ଷ ଏକ ଦିନ ସଦୃଶ୍ୟ

ଇଶ୍ଵର ସମୟ ସୂଚୀ ଉପରେ ନାହାନ୍ତି ।

ଯେପରି କେତେକ ଧୀରତା ବୋଲି ଭାବନ୍ତି, କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଧୌର୍ଯ୍ୟଶୀଳ ଅଟନ୍ତି

ଯେଉଁଠାରେ କେତେକ ଲୋକମାନେ ଭାବି ପାରନ୍ତି ଯେ ଇଶ୍ଵର ତାହାଙ୍କ ରଖିବାରେ ଧୀର ଅଟନ୍ତି, ସେ ତୁମ୍ଭମାନଙ୍କ ପ୍ରତି ଧୌର୍ଯ୍ୟଶୀଳ ଅଟନ୍ତି ।

କିନ୍ତୁ ସେ ସମସ୍ତଙ୍କୁ ମନପରିବର୍ତ୍ତନ କରିବାକୁ ଇଚ୍ଛା କରନ୍ତି

ତାହାଙ୍କ ନ୍ୟାୟର ଦିନ ପୂର୍ବରୁ ଇଶ୍ଵର ପ୍ରତ୍ୟେକଜଣଙ୍କୁ ସମୟ ଦେଉଅଛନ୍ତି ।