Door43-Catalog_or_tn/2PE/03/05.md

2.4 KiB

ସେମାନେ ଇଚ୍ଛାକୃତ ଭାବରେ ଭୁଲନ୍ତି

ସୃଷ୍ଟିଠାରୁ କିଛି ହିଁ ବଦଳି ନାହିଁ ବୋଲି ଉପହାସକାରୀମାନେ କହନ୍ତି ଏବଂ ସେମାନେ ଜାଣିଶୁଣି ଭୁଲିବାକୁ ପସନ୍ଦ କରନ୍ତି ।

ଅନେକ ସମୟ ପୂର୍ବରୁ, ଇଶ୍ଵରଙ୍କ ବାକ୍ୟ ଦ୍ଵାରା ସ୍ଵର୍ଗ ଏବଂ ପୃଥିବୀ ଜଳରୁ ଏବଂ ଜଳ ମଧ୍ୟ ଦେଇ ନିର୍ମିତ ହୋଇଥିଲା,

ଇଶ୍ଵର କହିଲେ ଏବଂ ସ୍ଵର୍ଗ ଅସ୍ଥିତ୍ଵ ହେଲା ଏବଂ ପୁଣି ପୃଥିବୀ ଜଳରୁ ଆସିଲା ପୁଣି ଏହା ମଧ୍ୟ ଜଳ ଦ୍ଵାରା ଅଲଗା ହେଲା"

ଏବଂ ସେହି ସମୟରେ ତାହା ତାହାଙ୍କ ବାକ୍ୟ ଦ୍ଵାରା ଏବଂ ଜଳ ଦ୍ଵାରା, ବନ୍ୟା ହୋଇ, ଧ୍ଵଂସ ହୋଇଥଲା

"ଏକ ବାକ୍ୟ ଯାହା ଇଶ୍ଵର ପୃଥିବୀ ସୃଷ୍ଟି କରିବାକୁ ବ୍ୟବହାର କଲେ ଅସ୍ଥିତ୍ଵ ପୃଥିବୀକୁ ଜଳ ପ୍ଲାବନ ସହ ଧ୍ଵଂସ କରିବାକୁ ସେ ସେହି ବାକ୍ୟ ବ୍ୟବହାର କଲେ"

ଏକା ବାକ୍ୟ

"ଇଶ୍ଵରଙ୍କ ବାକ୍ୟ"

ଏବଂ ସେହି ସ୍ଵର୍ଗମାନ ଏବଂ ପୃଥିବୀ ଅଗ୍ନି ନିମନ୍ତେ ସେହି ବାକ୍ୟ ଦ୍ଵାରା ରଖାଯାଇଅଛି

"ଇଶ୍ଵରଙ୍କ ବାକ୍ୟ ସ୍ଵର୍ଗମାନ ଏବଂ ପୃଥିବୀକୁ ଅଗ୍ନି ନିମନ୍ତେ ରଖିଅଛନ୍ତି ଅନେକ ସମୟ ପୂର୍ବରୁ, ଇଶ୍ଵରଙ୍କ ବାକ୍ୟ ଦ୍ଵାରା । "

ନ୍ୟାୟର ଦିନ ନିମନ୍ତେ ଏବଂ ଅଧାର୍ମିକ ଲୋକମାନଙ୍କର ବିନାଶ ନିମନ୍ତେ ରଖାଯାଇଥିବା ସତ୍ୱେ

ଇଶ୍ଵର ଅଧାର୍ମିକ ଲୋକମାନଙ୍କ ବିଚାର କରିବା ପର୍ଯ୍ୟନ୍ତ ସ୍ଵର୍ଗମାନ ଏବଂ ପୃଥିବୀ ରଖାଯାଇଅଛି ।