Door43-Catalog_or_tn/2PE/03/03.md

1.6 KiB

ଏହା ପ୍ରଥମେ ଜାଣ

"ଏହା ବୁଝିବା ଅତି ମହତ୍ତ୍ୱପୁର୍ଣ୍ଣ ଅଟେ"

ତାହାଙ୍କ ଆଗମନର ପ୍ରତିଜ୍ଞା କେଉଁଠାରେ ଅଛି ?

ଏହା ପଚାରିବାରେ ପରିହାସକାରୀମାନେ ବିଦ୍ରୁପାତ୍ମକ ଅଟନ୍ତି ପୁଣି ଉତ୍ତରକୁ ଉପେକ୍ଷା କରନ୍ତି ନାହିଁ । ବିକଳ୍ପ ଅନୁବାଦ: "ଯୀଶୁଙ୍କ ଆଗମନର ପ୍ରତିଜ୍ଞା ସତ୍ୟ ନୁହେଁ ।" (ଦେଖନ୍ତୁ ଆଳଙ୍କାରିକ ପ୍ରଶ୍ନ)

ସୃଷ୍ଟିର ଆରମ୍ଭରୁ ସମସ୍ତ ବିଷୟ ଏକାପରି ରହିଅଛି

ଏହା ଆଦମଙ୍କ ପତନଠାରୁ ଜୀବନର ମୌଳିକ ଅବସ୍ଥା ସମ୍ବନ୍ଧରେ ଉଲ୍ଲେଖ କରେ । ଲୋକମାନେ ଜନ୍ମ ହୁଅନ୍ତି ଏବଂ ଲୋକମାନେ ମରନ୍ତି । ସେମାନେ ବିବାହ ହୋଇଅଛନ୍ତି ଏବଂ ବିବାହ ଦେଇଅଛନ୍ତି । ସେଠାରେ ଯୁଦ୍ଧ ଏବଂ ପାପ ଲାଗିରହିଅଛି । ବିକଳ୍ପ ଅନୁବାଦ: "ଆରମ୍ଭଠାରୁ ଜୀବନର କଷ୍ଟ ସେମିତି ରହିଅଛି, ଆମ୍ଭମାନଙ୍କ ଜୀବନକୁ ସହଜ କରିବାକୁ ମଶିହର ରାଜତ୍ଵ ଆସିନାହିଁ" । (ଦେଖନ୍ତୁ ସ୍ପଷ୍ଟ ଏବଂ ଅସ୍ପଷ୍ଟ)