Door43-Catalog_or_tn/2PE/03/01.md

1.3 KiB

ବର୍ତ୍ତମାନ, ମୁଁ ତୁମ୍ଭମାନଙ୍କୁ ଲେଖୁଅଛି, ପ୍ରିୟଜନ, ଏହି ଦ୍ୱିତୀୟ ପତ୍ର ତୁମ୍ଭମାନଙ୍କର ସଚ୍ଚୋଟ୍ ମନକୁ ଉତ୍ଥିତ କରିବାକୁ,

ପିତର ତାହାଙ୍କ ଆଲୋଚନାକୁ ପରିବର୍ତ୍ତନ କରନ୍ତି ଏବଂ ବର୍ତ୍ତମାନ ତାହାଙ୍କ ଶ୍ରୋତାମାନଙ୍କୁ ସ୍ମରଣ କରାନ୍ତି ଯେ ଆପଣାର ଏହି ଦ୍ୱିତୀୟ ପୁତ୍ର ସେମାନଙ୍କ ବିଶ୍ଵସ୍ତ ମନୋଭାବ ଏବଂ କାର୍ଯ୍ୟକଳାପକୁ ଉତ୍ତେଜିତ କରିବା ନିମନ୍ତେ ବୋଲି ।

ଯାହା ଫଳରେ ତୁମ୍ଭେମାନେ ପୂର୍ବରୁ ଶୁଣିଥିବା କଥା ସ୍ମରଣ କରିପାର

ଏହାର ଉଦ୍ଦେଶ୍ୟ ଏହା ଅଟେ ଯେ ପ୍ରେରିତମାନଙ୍କ ଦ୍ଵାରା ଦିଆଯାଇଥିବା ଶିକ୍ଷାର ସ୍ମୃତିକୁ ପୁନର୍ଜାଗରଣ କରିବା, ପବିତ୍ର ଭାବବାଦୀମାନଙ୍କ ଶବ୍ଦଗୁଡିକୁ ଏବଂ ଯୀଶୁଙ୍କ ଆଜ୍ଞାଗୁଡିକର ।