Door43-Catalog_or_tn/2PE/02/15.md

1.6 KiB
Raw Permalink Blame History

ସେମାନେ ପରିତ୍ୟାଗ କରିଅଛନ୍ତି...କୁପଥରେ ଗଲେ...ଅନୁଗମନ କରିଅଛନ୍ତି

"ଭଣ୍ଡ ଶିକ୍ଷକମାନେ ପରିତ୍ୟାଗ କରିଅଛନ୍ତି...କୁପଥରେ ଗଲେ...ଅନୁଗମନ କରିଅଛନ୍ତି" । ଯାହା ସତ୍ୟ ତାହାକୁ ଅଗ୍ରାହ୍ୟ କରିବା ଦ୍ଵାରା ଭଣ୍ଡ ଶିକ୍ଷକମାନେ ଇଶ୍ଵରଙ୍କ ଆଜ୍ଞାଧିନତା ହେବାକୁ ମନା କରିଅଛନ୍ତି ।

କିଏ ଅଧାର୍ମିକମାନଙ୍କ ନିମନ୍ତେ ପ୍ରଦତ୍ତ ଅର୍ଥର ପରିମାଣ ଗ୍ରହଣ କରିବାକୁ ପ୍ରେମ କଲେ ।

ଅନୈତିକତା ଏବଂ ପାପମୟ କାର୍ଯ୍ୟ ନିମନ୍ତେ ପ୍ରଦତ୍ତ ଅର୍ଥର ପରିମାଣ ଗ୍ରହଣ କଲେ ।

କିନ୍ତୁ ସେ ତାହାଙ୍କ ନିଜର ଅପରାଧ ନିମନ୍ତେ ଅନୁଯୋଗ କଲେ ।

ସେ ତାହାଙ୍କ ଅନାଜ୍ଞାବହତା ନିମନ୍ତେ କଠୋର ଭାବରେ ସଂଶୋଧିତ ହୋଇଥିଲେ ।

ଭାବବାଦୀଙ୍କ ପାଗଳାମୀ ବନ୍ଦକଲେ

ଇଶ୍ଵର ଭାବବାଦୀଙ୍କ ନିର୍ବୋଧ କାର୍ଯ୍ୟକୁ ବନ୍ଦ କରିବାକୁ ଏକ ଗଧ ବ୍ୟବହାର କଲେ । ଦେଖନ୍ତୁ: (ଗଣନାପୁସ୍ତକ :୨୧ ୩୦)