Door43-Catalog_or_tn/2PE/02/10.md

2.6 KiB
Raw Permalink Blame History

ଏହା ସ୍ଵତନ୍ତ୍ର ଭାବରେ ସତ୍ୟ "ଏହି" ଶବ୍ଦ :୦୯ ଠାରେ ନ୍ୟାୟ ଦିନ ପର୍ଯ୍ୟନ୍ତ ଇଶ୍ଵର ଆଧାର୍ମିକ ଲୋକମାନଙ୍କୁ ବନ୍ଧନରେ ରଖୁଅଛନ୍ତି ତାହାକୁ ଦର୍ଶାଏ ।

ଯେଉଁମାନେ ଶାରୀରିକ ଅଭିଳାଷରେ ଲାଗିରହିବେ ପୁଣି ଅଧିକାରୀଙ୍କୁ ତୁଚ୍ଛ କରିବେ

ଅଧାର୍ମିକ ଲୋକ ଯେଉଁମାନେ ପାପମୟ ସ୍ଵଭାବକୁ ଅନୁଗମନ କରନ୍ତି ଏବଂ ଶାସକ କିମ୍ବା ଅଧିକାରୀରେ ଥିବାଲୋକମାନଙ୍କ ପ୍ରତି କ୍ରୋଧିତ ହୁଅନ୍ତି ।

ଶରୀର

"ଶରୀର" ଶବ୍ଦ ମନୁଷ୍ୟମାନଙ୍କର ଶାରୀରିକ କିମ୍ବା ପାପମୟ ସ୍ଵଭାବକୁ ଦର୍ଶାଏ ।

ସେମାନେ ସାହାସୀ ଏବଂ ଜିଦଖୋର

"ସେମାନେ" ଶବ୍ଦ ଏମାନଙ୍କୁ ଦର୍ଶାଏ ଯେଉଁମାନେ ଆପଣା ଆପଣା ପାପମୟ ସ୍ଵଭାବରେ ଲାଗିରହନ୍ତି ଏବଂ ଆତ୍ମିକ ଅଧିକାରୀ ଦୂତମାନଙ୍କୁ ସମ୍ମାନ କରନ୍ତି ନାହିଁ ।

ସେମାନେ ଗୌରବାନ୍ଵିତ ଜଣଙ୍କୁ ନିନ୍ଦା କରିବାକୁ ଭୟ କରନ୍ତି ନାହିଁ ।

ଅଧାର୍ମିକ ଲୋକମାନେ ଅପମାନ କରିବାକୁ ଏବଂ ଦୂତମାନଙ୍କ ବିଷୟରେ ମନ୍ଦ ବିଷୟ କହିବାକୁ ଭୟ କରନ୍ତି ନାହିଁ ।

ସମସ୍ତ ଲୋକମାନଙ୍କ ଅପେକ୍ଷା ଦୂତମାନଙ୍କ ପାଖରେ ଅଧିକ ବଳ ଏବଂ ଯୋଗ୍ୟତା ରହିଅଛି

ଦୂତମାନେ ଶାରୀରିକ ଭାବରେ ବଳବାନ ଏବଂ ଅଧିକ ଅନେକ ଅଧିକାର ଅଛି, ଏବଂ ଲୋକମାନଙ୍କ ଅପେକ୍ଷା ପ୍ରଭାବଶୀଳ ।

କିନ୍ତୁ ସେମାନେ ସେମାନଙ୍କ ବିରୁଦ୍ଧରେ ପ୍ରଭୁଙ୍କ ନିକଟକୁ ନିନ୍ଦନୀୟ ନ୍ୟାୟ ଆଣିଲେ ନାହିଁ

"କିନ୍ତୁ ଦୂତମାନେ ଏହି ଲୋକମାନଙ୍କ ବିରୁଦ୍ଧରେ ପ୍ରଭୁଙ୍କ ନିକଟକୁ ନିନ୍ଦନୀୟ ନ୍ୟାୟ ଆଣନ୍ତି ନାହିଁ"