Door43-Catalog_or_tn/2PE/02/01.md

2.1 KiB

● ଭଣ୍ଡ ଭାବବାଦୀମାନେ ଇସ୍ରାଏଲୀୟମାନଙ୍କ ପାଖକୁ ଆସିଲେ, ଏବଂ ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କ ନିକଟକୁ ଆସିବେ ଯେପରି ଭଣ୍ଡ ଭାବବାଦୀମାନେ ଆସି ଇସ୍ରାଏଲକୁ ସେମାନଙ୍କର ଶବ୍ଦଗୁଡିକ ପ୍ରତାରଣ କଲେ, ସେହିପରି ଭଣ୍ଡ ଶିକ୍ଷକମାନେ ଯୀଶୁଙ୍କ ବିଷୟରେ ମିଥ୍ୟା କହି ଆସିବେ । (ଦେଖନ୍ତୁ: ସମାନ୍ତରତା/ସାଦୃଶ୍ୟ) ● ଭିନ୍ନମତର ବିଶ୍ଵାସ ମତଗୁଡିକ ଯାହା ଖ୍ରୀଷ୍ଟଙ୍କ ଶିକ୍ଷା ପୁଣି ପ୍ରେରିତମାନଙ୍କ ଶିକ୍ଷାର ବିପକ୍ଷରେ କହେ । ● ପ୍ରଭୁ ଯେ ସେମାନଙ୍କୁ କିଣିଅଛନ୍ତି ଯୀଶୁ ପ୍ରଭୁ ଅଟନ୍ତି ଯେ ସମସ୍ତ ଲୋକମାନଙ୍କର ପାପ ନିମନ୍ତେ ତାହାଙ୍କ ମୃତ୍ୟୁ, ଶବସତ୍କାର, ଏବଂ ପୁନରୁତ୍ଥାନ ଦ୍ଵାରା ପରିଶୋଧ କଲେ । ● ସେମାନଙ୍କର ଇନ୍ଦ୍ରିୟପରାୟଣତା "ସେମାନଙ୍କର" ଭଣ୍ଡ ଭାବବାଦୀ ଓ ଶିକ୍ଷକମାନଙ୍କୁ ଦର୍ଶାଏ । ବିକଳ୍ପ ଅନୁବାଦ: "କିପରି ସେମାନେ ଅତିଶୟ ଅନୈତିକତା ପଦ୍ଧତିରେ ଆଚରଣ କରନ୍ତି" ● ସେମାନଙ୍କ ବିପକ୍ଷରେ ଦଣ୍ଡ ବହୁତ ସମୟ ଅପେକ୍ଷା କରିବ ନାହିଁ; ସେମାନଙ୍କର ବିନାଶ ଅକାମୀ ନୁହଁ ଭଣ୍ଡ ଭାବବାଦୀମାନଙ୍କ ବିପକ୍ଷରେ ଦଣ୍ଡ ଆସୁଥିବା ପୁଣି ଅତିଶୟ ବିଳମ୍ବ ହେବ ନାହିଁ । ଦେଖନ୍ତୁ: (ଅଳଙ୍କାର 'ଲିଟୋଟେସ୍')