Door43-Catalog_or_tn/2PE/01/16.md

1.7 KiB

● କାରଣ ଆମ୍ଭେମାନେ ଚତୁରତା ଭାବରେ ଆବିଷ୍କାର ହୋଇଥିବା ପୌରାଣିକ କଥାର ଅନୁଗମନ କଲୁ ନାହିଁ କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ଭାବରେ ତିଆରି ହୋଇଥିବା ଗଳ୍ପଗୁଡିକୁ ଅନୁସରଣ କଲୁ ନାହିଁ । (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଟ) ● ଆମ୍ଭମାନଙ୍କର ପ୍ରେରିତମାନଙ୍କୁ ଅନ୍ତର୍ଭୁକ୍ତ କରି ସମସ୍ତ ବିଶ୍ଵାସୀମାନେ । (ଦେଖନ୍ତୁ: ସମିଷ୍ଟ/ସମୂହତା) ● ସ୍ଵର୍ଗରୁ ଏହି ବାଣୀ ହୋଇଥିବା ଆମ୍ଭେମାନେ ଶୁଣିଲୁ, ପିତର ଆପଣାକୁ ଦର୍ଶାଉଅଛନ୍ତି ଏବଂ ଅନ୍ୟ ଶିଷ୍ୟମାନଙ୍କୁ, ଯାକୁବ ଓ ଯୋହନଙ୍କୁ, ଯେଉଁମାନେ ସେହି ଇଶ୍ଵରଙ୍କ ସ୍ଵରକୁ ଶୁଣିଲେ । ଦେଖନ୍ତୁ: (ଲାକ୍ଷଣିକ ଶବ୍ଦ) ● ଯେତେବେଳେ ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତ ଉପରେ ଥିଲୁ ସେହି ସମୟକୁ ପିତର ଦର୍ଶାଉଅଛନ୍ତି ଯେତେବେଳେ ଯୀଶୁ ପିତର, ଯାକୁବ ଏବଂ ଯୋହନଙ୍କ ସମ୍ମୁଖରେ ଉଜ୍ଜଳ ଆଲୋକ ସହିତ ଆଲୋକିତ ହୋଇଥିଲେ । (ଦେଖନ୍ତୁ ମାଥିଉ ୧୭:୧ ୮)।