Door43-Catalog_or_tn/2PE/01/12.md

2.6 KiB

●ସେଥିପାଇଁ ଲେଖକ ପୂର୍ବରେ ସେ ଯାହା ଲେଖିଥିଲେ ସେହି ଉପରେ ଆଧାର କରି ଏକ ଉକ୍ତି ତିଆରି କରିବାକୁ ଯାଆନ୍ତି । (ଦେଖନ୍ତୁ: କଥୋପକୋଥନ ଟାଲିଙ୍କ୍) ● ମୁଁ ତୁମ୍ଭମାନଙ୍କୁ ସର୍ବଦା ଏହିସବୁ ବିଷୟଗୁଡିକୁ ସ୍ମରଣ କରାଇବାକୁ ପ୍ରସ୍ତୁତ ରହିଥିବି ପିତର ପ୍ରକାଶ କରୁଅଛନ୍ତି ଯେ ସେ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କୁ କିପରି ଅନୁଗମନ କରିବେ ତାହା ସେମାନଙ୍କୁ ସ୍ମରଣ କରାଇବା ଜାରି ରଖିବେ । ● ଏହିସବୁ ବିଷୟର ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନେ କିପରି ବୃଦ୍ଧି ପାଇବା ଆବଶ୍ୟକ । ● ତୁମ୍ଭମାନଙ୍କୁ ଜାଗ୍ରତ କରାଇବାକୁ ଏହା "ତୁମ୍ଭମାନଙ୍କର ଧ୍ୟାନକୁ ଆଣିବାକୁ" ର ଏକ ବ୍ୟକ୍ତ ଅଟେ । (ଦେଖନ୍ତୁ ରୂଢକ୍ତି/ବାକ୍ୟାଂଶ) ● ମୁଁ ଏହି ତମ୍ବୁଭିତରେ ଅଛି ଏହା "ଯେତେ ସମୟ ପ୍ରଯ୍ୟନ୍ତ ମୁଁ ଜୀବିତ ଅଛି" ର ଏକ ବ୍ୟକ୍ତ ଅଟେ । (ଦେଖନ୍ତୁ ରୂଢକ୍ତି/ବାକ୍ୟାଂଶ) ● ମୁଁ ମୋହର ତମ୍ବୁ ବାହାର କରିବି ଏହା "ମୁଁ ମରିବି" ର ଏକ ବ୍ୟକ୍ତ ଅଟେ । (ଦେଖନ୍ତୁ ରୂଢକ୍ତି/ବାକ୍ୟାଂଶ) ● ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ ସ୍ମରଣ କରାଇବାକୁ ମୋହର ଉତ୍ତମ ପ୍ରୟାସ କରିବି "ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ ଶିକ୍ଷା ଦେବାକୁ ମୋହର ଉତ୍ତମ ପ୍ରୟାସ କରିବି ଯଦ୍ଵାରା ତୁମ୍ଭେମାନେ ସେଗୁଡିକୁ ସର୍ବଦା ସ୍ମରଣ କରିବ" (ଦେଖନ୍ତୁ ସ୍ପଷ୍ଟ ଏବଂ ଅସ୍ପଷ୍ଟ) ● ମୋହର ପ୍ରସ୍ଥାନ ପରେ ଏହା "ମୋହର ମୃତ୍ୟୁ ପରେ" ର ଏକ ବ୍ୟକ୍ତ ଅଟେ । (ଦେଖନ୍ତୁ ରୂଢକ୍ତି/ବାକ୍ୟାଂଶ)