Door43-Catalog_or_tn/2PE/01/08.md

1.5 KiB

ପିତର ବିଶ୍ଵାସୀମାନଙ୍କୁ କଥା କହିବା ଜାରିରଖିଲେ । ● ଏହି ସବୁ ବିଷୟଗୁଡିକ ତାହା ହେଉଅଛି, ବିଶ୍ଵାସ, ଗୁଣ, ଜ୍ଞାନ, ଆତ୍ମସଂଯମ, ସହନଶୀଲତା, ଧର୍ମପରାୟଣ, ଭ୍ରାତୃବତ୍ ସ୍ନେହ, ଏବଂ ପ୍ରେମ । ● ତୁମ୍ଭେମାନେ ବନ୍ଧ୍ୟା କିମ୍ବା ଅଫଳପ୍ରଦ ହେବ ନାହିଁ "ତୁମ୍ଭେମାନେ ଉତ୍ପନ୍ନ କରିବ ଏବଂ ଫଳପ୍ରଦ ହେବ" (ଦେଖନ୍ତୁ: ଅଳଙ୍କାର 'ଲିଟୋଟେସ୍') ● ଯେକେହି ଏହିସବୁ ବିଷୟରେ ଉଣା ଅଟନ୍ତି ଯେ କୌଣସି ବ୍ୟକ୍ତିଙ୍କ ପାଖରେ ଏହିସବୁ ବିଷୟଗୁଡିକ ନାହିଁ । ● ନିକଟରେ ଥିବା ବିଷୟକୁ ହିଁ କେବଳ ଦେଖନ୍ତି; ସେ ଅନ୍ଧ ଅଟନ୍ତି ଏହି ବାକ୍ୟାଂଶ ବ୍ୟକ୍ତିଙ୍କ ସମ୍ମୁଖରେ ଥିବା ସାଂସାରିକ ବିଷୟରେ ଯେ କେବଳ ଚିନ୍ତା କରେ ତାହା ସହିତ ତୁଳନା କରେ ଯେମିତି ସେ ଜଣେ ଦୃଷ୍ଟିହୀନ ବ୍ୟକ୍ତି । (ଦେଖନ୍ତୁ: ତୁଳନା/ଉପମା/ରୂପକ)