Door43-Catalog_or_tn/2PE/01/03.md

1.4 KiB

● ଆମ୍ଭମାନଙ୍କୁ ଯେ ଆହ୍ୱାନ କରିଅଛନ୍ତି ଇଶ୍ଵର ପ୍ରଥମେ ଆମ୍ଭମାନଙ୍କ ପ୍ରତି ପହଞ୍ଚୀ ଅଛନ୍ତି । "ଆମ୍ଭମାନଙ୍କୁ" ଏହା ପିତର ଓ ତାହାଙ୍କ ଶ୍ରୋତାଗଣମାନଙ୍କୁ ବୁଝାଏ । (ଦେଖନ୍ତୁ: ସମିଷ୍ଟଭାବ) ●ତାହାଙ୍କ ନିଜର ଗୌରବ ଏବଂ ଗୁଣ ଦ୍ଵାରା "ତାହାଙ୍କ ସମ୍ମାନ ଏବଂ ନୈତିକ ଶ୍ରେଷ୍ଠତା ଦ୍ଵାରା" ● ଏହି ସମସ୍ତ ଦ୍ଵାରା, ସେ ଆମ୍ଭମାନଙ୍କୁ ବହୂମୁଲ୍ୟ ଏବଂ ମହାନ ପ୍ରତିଜ୍ଞାଗୁଡିକ ଦେଲେ "ଇଶ୍ଵରଙ୍କ ବହୂମୁଲ୍ୟ ଏବଂ ମହାନ ପ୍ରତିଜ୍ଞାଗୁଡିକ ତାହାଙ୍କ ସମ୍ମାନ ଏବଂ ଶ୍ରେଷ୍ଠତା" ● ଦୈବିକ ସ୍ଵଭାବ "ଇଶ୍ଵରଙ୍କ ସିଦ୍ଧ ସ୍ଵଭାବ" ●ଯେପରି ଆପଣ ଦୁର୍ନୀତିଠାରୁ ମୁକ୍ତିପାଆନ୍ତି ଯାହା ମନ୍ଦ ଅଭିଳାଷଗୁଡିକରେ ଏହି ଜଗତରେ ଅଛି । "ଯେମିତି ଆପଣ ଜଗତର ଅନୈତିକତା ଅଭିଳାଷରୁ ପଳାୟନ କରନ୍ତି ।