Door43-Catalog_or_tn/2PE/01/01.md

2.6 KiB

● ଶିମୋନ ପିତର "ଶିମୋନ ପିତର ଠାରୁ" ଏକ ପତ୍ରର ଲେଖକଙ୍କୁ ପରିଚୟ କରିବାକୁ ଆପଣଙ୍କ ଭାଷାରେ ଏକ ନିର୍ଦ୍ଧିଷ୍ଟ ମାଧ୍ୟମ ଥାଇପାରେ । ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେମିତି "ମୁଁ, ଶିମୋନ ପିତର, ଏହି ପତ୍ର ଲେଖିଲି ।" ● ଯୀଶୁ ଖ୍ରୀଷ୍ଟଙ୍କ ଦାସ ଓ ପ୍ରେରିତ ପିତର ଯେ ଯୀଶୁ ଖ୍ରୀଷ୍ଟଙ୍କ ଦାସ ତାହା ସେ କହନ୍ତି । ଖ୍ରୀଷ୍ଟଙ୍କ ପ୍ରେରିତର ଅଧିକାର ଓ ସ୍ଥାନ ମଧ୍ୟ ତାହାଙ୍କୁ ଦିଆଯାଇଥିଲା । ● ସେହି ଲୋକମାନଙ୍କୁ ବୋଧହୁଏ ପିତର ସମସ୍ତ ବିଶ୍ଵାସୀମାନଙ୍କୁ ଯେଉଁମାନେ ଏହି ପତ୍ର ପଢିବେ ସେମାନଙ୍କୁ ଜଣାନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀମାନଙ୍କୁ ।" ● ଆମ୍ଭେମାନେ ଗ୍ରହଣ କରିଅଛୁ "ଆମ୍ଭେ ପ୍ରେରିତମାନେ ଗ୍ରହଣ କରିଅଛୁ" (ଦେଖନ୍ତୁ: ଏକ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ) ● ତୁମ୍ଭମାନଙ୍କ ପ୍ରତିଅନୁଗ୍ରହ ବର୍ତ୍ତୁ "ତୁମ୍ଭେ" ଶବ୍ଦ ସାଧାରଣ ଭାବରେ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: "ତୁମ୍ଭର" ଗଠନଗୁଡିକ ଦ୍ଵୈତ/ ବହୁବଚନ) ● ଯୀଶୁ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ବିଶ୍ଵାସୀମାନଙ୍କର ଏବଂ ପ୍ରେରିତମାନଙ୍କର ପ୍ରଭୁ । ● ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ; ଯୀଶୁ ଆମ୍ଭମାନଙ୍କର ପ୍ରଭୁ ଏବଂ ଇଶ୍ଵରଙ୍କ ଜ୍ଞାନ ଦ୍ଵାରା ତୁମ୍ଭମାନଙ୍କ ପ୍ରତି ଶାନ୍ତି ବୃଦ୍ଧି ପାଉ । ବିକଳ୍ପ ଅନୁବାଦ: "ଦୟା ଏବଂ ତୁମ୍ଭର ଶାନ୍ତି ବୃଦ୍ଧି ପାଉ ଯେହେତୁ ତୁମ୍ଭେମାନେ ସତ୍ୟରେ ଇଶ୍ଵରଙ୍କୁ ଏବଂ ଯୀଶୁ ଆମ୍ଭମାନଙ୍କର ପ୍ରଭୁଙ୍କୁ ଜାଣ ।"