Door43-Catalog_or_tn/2CO/13/07.md

923 B

ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର,

“ ମାତ୍ର ତୁମ୍ଭେମାନେ ଯେପରି ପାପ ନ କର” କିମ୍ବା “ତୁମ୍ଭେମାନେ ଯେପରି ଉତ୍ତମ କାର୍ଯ୍ୟ କର”

ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ,

ଏଠି: “ମହାନ୍ ଶିକ୍ଷକ ହେବା ଓ ସତ୍ୟ ଜୀବନଯାପନ କରିବା,”

ସତ୍ୟ ବିପକ୍ଷରେ କିଛି କରି ପାରୁ,

ଏଠି: “ଈଶ୍ୱରଙ୍କ ସତ୍ୟର ବିରୋଧ କରିପାରୁ,”

କିନ୍ତୁ କେବଳ ସତ୍ୟ ନିମନ୍ତେ|

ଏଠି: “କିନ୍ତୁ ସତ୍ୟ ନିମନ୍ତେ ଦୃଢ଼ ଭାବରେ ଠିଆ ହେବା|”