Door43-Catalog_or_tn/2CO/13/05.md

794 B

ତୁମ୍ଭେମାନେ ପରୀକ୍ଷା ସିଦ୍ଧ ନୁହଁ

ଏଠି: “ତୁମ୍ଭେମାନେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇ ନାହଁ”

ଆମ୍ଭେମାନେ ଅନୁମୋଦନିୟ ନହୁଁ

ପାଉଲ ସାକ୍ଷ୍ୟ ଦେଉଅଛନ୍ତି ଯେ ସେ ଓ ତାହାଙ୍କ ସେବାକାର୍ଯ୍ୟ ଦଳ ଯୀଶୁ, ଅର୍ଥାତ୍, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ପରିତ୍ରାଣପ୍ରାପ୍ତ ହୋଇଅଛନ୍ତି| ଏଠି: “ଆମ୍ଭେମାନେ ପରୀକ୍ଷାସିଦ୍ଧ ଅଟୁ|” (ଦେଖନ୍ତୁ: ଲିଟୋଟସ୍)