Door43-Catalog_or_tn/2CO/12/16.md

2.0 KiB

ଯେହେତୁ ମୁଁ ଧୂର୍ତ୍ତ ହୋଇ ତୁମ୍ଭମାନଙ୍କୁ ଛଳରେ ଧରିଲି

ଏଠି: “ମାତ୍ର ଅନ୍ୟମାନେ ଚିନ୍ତା କରନ୍ତି ଯେ ମୁଁ ପ୍ରତାରଣା କରୁଥିଲି ଓ ଚାତୁରିର ବ୍ୟବହାର କରୁଥିଲି| ” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)

ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ଵାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି?

ଏଠି: “ମୁଁ ତୁମ୍ଭମାନଙ୍କ ନିକଟରେ ପଠାଇଥିବା କେହି ମଧ୍ୟ ତୁମ୍ଭମାନଙ୍କଠାରୁ ଲାଭ ଉଠାଇ ନ ଥିଲେ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତିତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି?

ଏଠି:“ ତିତସ ତୁମ୍ଭମାନଙ୍କଠାରୁ କିଛି ଲାଭ କରିନାହାନ୍ତି| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରି ନାହୁଁ?

ଏଠି: “ ଆମ୍ଭ ସମସ୍ତଙ୍କ ସେହି ସମାନ ମନୋଭାବ ଅଛି ଓ ସମାନ ଭାବେ ଜୀବନଯାପନ କରୁ|” ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆମ୍ଭେମାନେ କଅଣ ଏକ ପଦ ଚିହ୍ନରେ ଗମନ କରି ନାହୁଁ?

ଏଠି: “ଆମ୍ଭେମାନେ ସମସ୍ତେ ଏକ ପ୍ରକାରେ କାର୍ଯ୍ୟ କରୁ| ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)