Door43-Catalog_or_tn/2CO/12/14.md

1.5 KiB

ମୁଁ ତୁମ୍ଭମାନଙ୍କୁ ଖୋଜୁଅଛି

ଏଠାରେ “ଯାହା ମୁଁ ଖୋଜୁଅଛି, ତାହା ତୁମ୍ଭମାନଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଠାରେ ସ୍ଵୀକୃତି|” (ଦେଖନ୍ତୁ: ସ୍ପଷ୍ଟବାଦୀ ଓ ଅବ୍ୟକ୍ତ ସୂଚ଼ନା)

ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ଓ ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି

ପାଉଲ ସେମାନଙ୍କ ସାକ୍ଷାତର ଆବଶ୍ୟକତା ବିଷୟରେ କହୁଅଛନ୍ତି, ତାହା ଶାରୀରିକ ହେଉ ବା ଆତ୍ମିକ ହେଉ| ଏଠି:“ମୁଁ ତୁମ୍ଭମାନଙ୍କ ନିମନ୍ତେ ମୋହର ପ୍ରାଣ ସୁଦ୍ଧା ଓ ଯାହା ମୋହର ଅଛି ସବୁକିଛି ବ୍ୟୟ କରିବି|”

ଯଦି ମୁଁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?

ଏଠି: “ ଯଦ୍ୟପି ଏହା ପ୍ରତୀୟମାନ ହୁଏ ଯେ ମୁଁ ତୁମ୍ଭମାନଙ୍କୁ ପ୍ରଚୁର ପ୍ରେମ କରେ, ତୁମ୍ଭେମାନେ ମୋତେ ଊଣା ପ୍ରେମ କର| ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)