Door43-Catalog_or_tn/2CO/12/11.md

2.0 KiB

ମୁଁ ନିର୍ବୋଧ ହୋଇଅଛି!

“ମୁଁ ନିର୍ବୋଧ ସଦୃଶ ଆଚରଣ କଲି!”

ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ତୁମ୍ଭମାନଙ୍କ ଦ୍ୱାରା ମୋର ପ୍ରଶଂସା ହେବା ଉଚିତ ଥିଲା,

ଏଠି: “ମୋହର କାର୍ଯ୍ୟକୁ ତୁମ୍ଭେମାନେ ନିଷ୍କପଟରେ ପ୍ରଶଂସା କରିବା ଉଚିତ,”

ଯେଣୁ ଯଦ୍ୟପି ମୁଁ କିଛି ନୁହେଁ

ଏଠି: “ଯେଣୁ ଯଦ୍ୟପି ମୁଁ ଊଣା ନୁହେଁ”

“ଶ୍ରେଷ୍ଠତମ ପ୍ରେରିତମାନଙ୍କ”

“ଗର୍ବୀ ଭଣ୍ଡ ଶିକ୍ଷକମାନଙ୍କ”

କାରଣ ଅବଶିଷ୍ଟ ମଣ୍ଡଳୀସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ,

ଏଠି: “ମୁଁ କାର୍ଯ୍ୟ କରିଥିବା ଅନ୍ୟ ମଣ୍ଡଳୀସମୂହ ଓ ତୁମ୍ଭମାନଙ୍କ ମଧ୍ୟରେ କେବଳ ଗୋଟିଏ ପ୍ରଭେଦ ଅଛି”

ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ଵରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା?

ଏଠି: “ଏହା କି ମୋହର ଖର୍ଚ୍ଚ ପାଇଁ ଅର୍ଥ ବ୍ୟୟ କରିବା ନିମନ୍ତେ ତୁମ୍ଭମାନଙ୍କୁ କହି ନ ଥିଲି”

ମୋହର ଏହି ଦୋଷ କ୍ଷମା କର!

ତାହାଙ୍କୁ ସାହାଯ୍ୟ କରିବାକୁ କରିନ୍ଥୀୟମାନଙ୍କ ଉପରେ ଦାବି କରି ନ ଥିବା ନିମନ୍ତେ ପାଉଲ କ୍ଷମା ପ୍ରାପ୍ତି ନିମନ୍ତେ କହୁଛନ୍ତି| (ଦେଖନ୍ତୁ: ବ୍ୟଙ୍ଗୋକ୍ତି)