Door43-Catalog_or_tn/2CO/12/08.md

1.5 KiB

ପ୍ରଭୁଙ୍କୁ ସେ ବିଷୟରେ,

ଏଠି: “ପ୍ରଭୁଙ୍କୁ ଏହି କଣ୍ଟକ ବିଷୟରେ,” କିମ୍ବା “ପ୍ରଭୁଙ୍କୁ ଏହି କ୍ଲେଶ ବିଷୟରେ”

“ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ,

”’ମୋହର ଅନୁଗ୍ରହ ତୁମ୍ଭ ସମସ୍ତଙ୍କୁ ଆବଶ୍ୟକ“

କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ|”

ଏଠି: “କାରଣ ଯେତେବେଳେ ତୁମ୍ଭେମାନେ ଦୁର୍ବଳ, ସେତେବେଳେ ଆମ୍ଭର ଶକ୍ତି ଉତ୍ତମ କାର୍ଯ୍ୟ କରେ|”’

ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁ ସନ୍ତୁଷ୍ଟ ହୁଏ,

ଏଠି: “ଏହି କାରଣରୁ ମୁଁ ମୋହର ଦୁର୍ବଳତାରେ ଆନନ୍ଦ କରେ,”

ସଙ୍କଟରେ,

ଏଠି: “ଖ୍ରୀଷ୍ଟଙ୍କ ନିମନ୍ତେ ସଙ୍କଟରେ ମୁଁ ପୀଡିତ,”

କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ|

ଏଠି: “କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ଖ୍ରୀଷ୍ଟଙ୍କ ଶକ୍ତି ମୋ ଠାରେ ବଳବାନ ହୁଏ| ”