Door43-Catalog_or_tn/2CO/12/06.md

893 B

ଯେ ପ୍ରକାର ଦେଖେ ତା' ଠାରୁ ମୋ ବିଷୟରେ ଅଧିକ ବୋଧ ନ କରେ

“ଯେ ପ୍ରକାର ଦେଖେ ତା' ଠାରୁ ଅଧିକ ମୋତେ ପ୍ରଶଂସା କରେ”

ଏଣୁ, ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ

“ଅତିଶୟ ଗର୍ବୀ ହେବା ଠାରୁ ମୋତେ ରକ୍ଷା କରିବା ନିମନ୍ତେ”

ଶରୀରରେ ଏକ କଣ୍ଟକ

“ଏକ କ୍ଲେଶ” କିମ୍ବା “ଶାରୀରିକ ସମସ୍ୟା” (ଦେଖନ୍ତୁ: ଉଦାହରଣ)

ଶୟତାନଠାରୁ ଦୂତ

“ଶୟତାନର ଦାସ”

ମୋତେ ପ୍ରହାର କରିବା ପାଇଁ

“ମୋତେ ମାନସିକ ଯନ୍ତ୍ରଣା ଦେବା ପାଇଁ”