Door43-Catalog_or_tn/2CO/12/03.md

749 B

ମୁଁ ଏହିପରି ଜଣେ ଲୋକକୁ ଜାଣେ —

“ଆଉ ମୁଁ ଏହି ଲୋକକୁ ଜାଣେ”

କିଏ ନୀତ ହେଲା

“ନୀତ ହେଲା”

ପାରଦେଶ

“ପାରଦେଶ” ହୋଇପାରେ ସ୍ୱର୍ଗ ସହିତ ସମାର୍ଥକ (କିମ୍ବା “ତୃତୀୟ ସ୍ୱର୍ଗ”) କିମ୍ବା ସ୍ୱର୍ଗରେ ଏକ ବିଶେଷ ସ୍ଥାନ|“

ଆଉ ଯିଏ ସମସ୍ତ ବିଷୟ ଶୁଣିଲା

“ଆଉ ସମସ୍ତ ବିଷୟ ଶୁଣିଲା”

ଏହିପରି ଜଣେ ବ୍ୟକ୍ତି ବିଷୟରେ

“ସେହି ବ୍ୟକ୍ତି ବିଷୟରେ”