Door43-Catalog_or_tn/2CO/12/01.md

1.6 KiB

ମୁଁ କରୁଥିବି

“ମୁଁ ଅନିଚ୍ଛା ସତ୍ୱେ କରୁଥିବି”

ପ୍ରଭୁଙ୍କ ଠାରୁ ପ୍ରକାଶିତ ବିଷୟ

ପ୍ରଭୁଙ୍କ ଠାରୁ ବୁଦ୍ଧି, ଜ୍ଞାନ କିମ୍ବା ବୁଝିବା ଶକ୍ତି|

ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ

ପାଉଲ ପ୍ରକୃତରେ ଆପଣାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ଅଳ୍ପ ସମୟ ପରେ ଜଣା ଯିବେ|

ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ

ପାଉଲ ଆପଣାକୁ ବର୍ଣ୍ଣନା କରିବା ନିମନ୍ତେ ଜାରି ରଖନ୍ତି ଯେପରି ଏହା ଅନ୍ୟ ବ୍ୟକ୍ତି ସହିତ ଘଟୁଅଛି| ଏଠି: “ମୁଁ ଜାଣେ ନାହିଁ, ଏହି ବ୍ୟକ୍ତି ତାହାର ଭୌତିକ ଶରୀରରେ ଥିଲା କି ଆତ୍ମିକ ଶରୀରରେ ଥିଲା|”

ଈଶ୍ଵର ଜାଣନ୍ତି

ଏଠି: “କେବଳ ଈଶ୍ଵର ଜାଣନ୍ତି”

ତୃତୀୟ ସ୍ଵର୍ଗ

ଏହା ଆକାଶ କିମ୍ବା ଅନ୍ତରୀକ୍ଷ(ଗ୍ରହଗୁଡ଼ିକ, ତାରାଗୁଡ଼ିକ ଏବଂ ବ୍ରହ୍ମାଣ୍ଡ) ନୁହେଁ ବରଂ ଈଶ୍ୱରଙ୍କ ବାସସ୍ଥାନକୁ ଦର୍ଶାଉଛି|