Door43-Catalog_or_tn/2CO/11/27.md

1017 B

ଅନୁବାଦ ଟିପ୍ପଣୀ:

ଓ ଉଲଙ୍ଗତାରେ

ଏଠି: “ଓ ମୋତେ ଉଷ୍ମ କରିବା ନିମନ୍ତେ ଯଥେଷ୍ଟ ଲୁଗା ବିନାରେ|”

କେହି ଦୁର୍ବଳ ହେଲେ ମୁଁ କଅଣ ନୁହେଁ?

ଏଠି: “କେହି ଜଣେ ଦୁର୍ବଳ ହେଲେ, ମୁଁ ମଧ୍ୟ ସେହି ଦୁର୍ବଳତା ଅନୁଭବ କରେ?” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କିଏ ଅନ୍ୟଜଣେ ପାପରେ ପତିତ ହେବାର କାରଣ ହୁଏ

ଏଠି: “ଯେତେବେଳେ କେହିଜଣେ ଏକ ଭାଇ ପାପରେ ପଡିବାର କାରଣ ହୁଏ|”(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆଉ ମୁଁ କଅଣ ଉତ୍ତପ୍ତ ହୁଏ ନାହିଁ?

ଏଠି: “ମୁଁ ପାଗଳ ଓ କ୍ରୋଧ ଅନୁଭବ କରେ|”