Door43-Catalog_or_tn/2CO/11/24.md

1.0 KiB

ଏକ ଊଣା ଚାଳିଶ କୋରଡ଼ା ପ୍ରହାର

ଏହା ଊଣଚାଳିଶ କୋରଡ଼ା ପ୍ରହାରର ଏକ ସାଧାରଣ ବକ୍ତବ୍ୟ ଥିଲା| ଚାଳିଶ କୋରଡ଼ା ପ୍ରହାର ଏକ ବ୍ୟକ୍ତିକୁ ମୃତ୍ୟୁ ଘଟାଇବ ବୋଲି ଧରାଯାଏ|

ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି

ପାଉଲ ଦର୍ଶାଉଥିଲେ ଯେ, ଜାହାଜ ବୁଡିବା ପରେ ସେ ଜଳରେ ଭାସମାନ ହେଉଥିଲେ|

ଭଣ୍ଡ ଭାଇମାନଙ୍କଠାରୁ ବିପଦରେ|

ଏଠି: “ଆଉ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଭାଇ ବୋଲି ଦାବି କରନ୍ତି, କିନ୍ତୁ ଆମ୍ଭମାନଙ୍କୁ ବିଶ୍ୱାସଘାତ କରନ୍ତି ସେହି ଲୋକମାନଙ୍କଠାରୁ ବିପଦରେ|”