Door43-Catalog_or_tn/2CO/11/22.md

1.7 KiB

ସେମାନେ କି ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ|ସେମାନେ କି ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ| ସେମାନେ କି ଅବ୍ରହାମଙ୍କ ସନ୍ତାନ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ| ସେମାନେ କି ଖ୍ରୀଷ୍ଟଙ୍କ ସେବକ?

ଏବ୍ରୀୟ, ଇସ୍ରାଏଲୀୟ, ଅବ୍ରହାମଙ୍କ ସନ୍ତାନ ଯିହୁଦୀ ନିମନ୍ତେ ବିଭିନ୍ନ ନାମଗୁଡ଼ିକ ଅଟେ| ଦେଖନ୍ତୁ (ସମାନ୍ତରତା)

ମୁଁ ପାଗଳ ପରି କହୁଅଛି

“ଯଦିଓ ମୁଁ ପାଗଳ ହେଉଥିଲି”

ମୁଁ ଅଧିକ ରୂପେ

ଏଠି: “ସେମାନଙ୍କଠାରୁ ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କ ସେବକ ଅଟେ!” (ଦେଖନ୍ତୁ: ଶବ୍ଦର ବିଲୋପ)

ଅଧିକ ପରିଶ୍ରମ କରିବାରେ

ଏଠି: “ମୁଁ ଅଧିକ ପରିଶ୍ରମ କରିଅଛି”

ଅଧିକ କାରାବାସ ଭୋଗରେ

ଏଠି: “ମୁଁ ଅନେକ ସମୟରେ କାରାବାସ ଭୋଗ କରି ଆସୁଅଛି”

ଅପରିମିତ ପ୍ରହାର ସହ୍ୟ କରିବାରେ

ଏଠି: “ଅଗଣିତ ଥର ପ୍ରହାରିତ ହୋଇଅଛି”

ବାରମ୍ବାର ମୃତ୍ୟୁର ସମ୍ମୁଖିନ ହେବାରେ

ଏଠି: “ଆଉ ଅନେକ ସମୟରେ ମୃତ୍ୟୁର ସମ୍ମୁଖିନ ହୋଇଅଛି|”