1.4 KiB
1.4 KiB
କେହି ମୋତେ ନିର୍ବୋଧ ମନେ ନ କରୁ
ଏହା ମଧ୍ୟରେ ପ୍ରଭେଦ ଅଛି ଯେ ପାଉଲ ଅଳ୍ପ ମୂର୍ଖତାରେ ଦର୍ପ କରୁଛନ୍ତି, ଆଉ ପ୍ରକୃତରେ ମୂର୍ଖ, ଯିଏ ସହଜରେ ପ୍ରବଞ୍ଚିତ ହୋଇପାରେ|
ମୋତେ ନିର୍ବୋଧ ପରି ଗ୍ରହଣ କର
ପାଉଲ ପ୍ରକାଶ କରୁଛନ୍ତି ଏକ କ୍ଷଣିକ ଇଛା ଦର୍ପ କରିବାକୁ କରିନ୍ଥୀସ୍ଥ ମଣ୍ଡଳୀକୁ ଓ କରିନ୍ଥୀସ୍ଥ ମଣ୍ଡଳୀ ବିଷୟରେ|
ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରିପାରେ|
ଏଠି: “ସେହି ସମୟରେ ଅଳ୍ପ ଦର୍ପ କରେ|”
ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି,
ଏଠି: “ଏପରି ଦର୍ପ କରିବା ପ୍ରଭୁଙ୍କଦ୍ୱାରା ଉତ୍ସାହଜନକ ନୁହେଁ,”
ସଂସାରିକ ଭାବରେ,
ଏଠାରେ; “ସେମାନଙ୍କ ମାନବୀୟ ଲକ୍ଷ୍ୟ ସାଧନ ବିଷୟରେ,”