Door43-Catalog_or_tn/2CO/11/16.md

1.4 KiB

କେହି ମୋତେ ନିର୍ବୋଧ ମନେ ନ କରୁ

ଏହା ମଧ୍ୟରେ ପ୍ରଭେଦ ଅଛି ଯେ ପାଉଲ ଅଳ୍ପ ମୂର୍ଖତାରେ ଦର୍ପ କରୁଛନ୍ତି, ଆଉ ପ୍ରକୃତରେ ମୂର୍ଖ, ଯିଏ ସହଜରେ ପ୍ରବଞ୍ଚିତ ହୋଇପାରେ|

ମୋତେ ନିର୍ବୋଧ ପରି ଗ୍ରହଣ କର

ପାଉଲ ପ୍ରକାଶ କରୁଛନ୍ତି ଏକ କ୍ଷଣିକ ଇଛା, ଦର୍ପ କରିବାକୁ କରିନ୍ଥୀସ୍ଥ ମଣ୍ଡଳୀକୁ ଓ କରିନ୍ଥୀସ୍ଥ ମଣ୍ଡଳୀ ବିଷୟରେ|

ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରିପାରେ|

ଏଠି: “ସେହି ସମୟରେ ଅଳ୍ପ ଦର୍ପ କରେ|”

ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି,

ଏଠି: “ଏପରି ଦର୍ପ କରିବା ପ୍ରଭୁଙ୍କଦ୍ୱାରା ଉତ୍ସାହଜନକ ନୁହେଁ,”

ସଂସାରିକ ଭାବରେ,

ଏଠାରେ; “ସେମାନଙ୍କ ମାନବୀୟ ଲକ୍ଷ୍ୟ ସାଧନ ବିଷୟରେ,”