Door43-Catalog_or_tn/2CO/11/12.md

1.1 KiB

ସୁଯୋଗ ନ ଦିଏ

ଦାବିକୁ ବନ୍ଦ କରିବା ବା ଦୁର୍ବଳ କରିବା|

କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବ ନିମନ୍ତେ ସୁଯୋଗ ଅନ୍ଵେଷଣ କରନ୍ତି

ଆଉ ଏହି ଲୋକମାନେ ଆପଣାମାନଙ୍କ କାର୍ଯ୍ୟ ପାଉଲଙ୍କ କାର୍ଯ୍ୟ ସଦୃଶ ଅଟେ ବୋଲି ଦର୍ପ କରିବାକୁ ପସନ୍ଦ କରନ୍ତି|

ଏପରି ଲୋକମାନଙ୍କ ନିମନ୍ତେ

ଏଠି: “ସେହି ଲୋକମାନେ”

ଶଠ କାର୍ଯ୍ୟକାରୀ

“କିମ୍ବା ଅସାଧୁ କାର୍ଯ୍ୟକାରୀ”

ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି|

ଏହି ଲୋକମାନେ ଆପଣାକୁ ଖ୍ରୀଷ୍ଟଙ୍କ ପ୍ରେରିତ ବୋଲି ଛଳନା କରନ୍ତି|