Door43-Catalog_or_tn/2CO/11/10.md

975 B

ଏହି ଗର୍ବ … ନୀରବ ହେବ ନାହିଁ…

ପାଉଲ ଦର୍ପ କରିବାକୁ ଜାରୀ ରଖିଛନ୍ତି ସମସ୍ତ ଅଖାୟାର ଚାରିଆଡେ ଯାହା ଆଧୁନିକ ଦିନରେ ଦକ୍ଷିଣ ଗ୍ରୀସ ଅଟେ| (ଦେଖନ୍ତୁ: ଲିଟୋଟସ୍)

ଆଉ କାହିଁକି? କାରଣ ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବାରୁ?

ଏଠି: “ମୁଁ ମୋହର ଆବଶ୍ୟକ ନିମନ୍ତେ ଅର୍ଥ ନେବା ଠାରୁ ତୁମ୍ଭମାନଙ୍କର ଯତ୍ନ ନେବାକୁ ଜାରୀ ରଖିବି, କାରଣ ଏହା ଅନ୍ୟମାନଙ୍କ ନିକଟରେ ପ୍ରକାଶ କରେ ଯେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ| ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)