Door43-Catalog_or_tn/2CO/11/07.md

1.5 KiB

ତୁମ୍ଭମାନଙ୍କ ନିକଟରେ ଈଶ୍ଵରଙ୍କ?

ଏଠି: “କୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ଫେରି ପାଇବାକୁ ଆଶା ନ କରି ତୁମ୍ଭମାନଙ୍କ ନିକଟରେ ଈଶ୍ଵରଙ୍କ?” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ମୁଁ “ଲୁଣ୍ଠନ କଲି” ଅନ୍ୟାନ୍ୟ ମଣ୍ଡଳୀସମୂହରୁ

ଏଠି: “ମୁଁ ଅନ୍ୟାନ୍ୟ ମଣ୍ଡଳୀସମୂହରୁ ବେତନ ଗ୍ରହଣ କଲି”

ସେମାନଙ୍କଠାରୁ ସାହାଯ୍ୟ ଗ୍ରହଣ କଲି ଯେପରି

ଏଠି: “ମଣ୍ଡଳୀସମୂହରୁ ଯେପରି”

ତୁମ୍ଭମାନଙ୍କର ସେବା କରିପାରିବି|

ଏଠି: “ବିନାମୂଲ୍ୟରେ ତୁମ୍ଭମାନଙ୍କର ସେବା କରିପାରିବି|”

ପୁଣି କୌଣସି ବିଷୟରେ ତୁମ୍ଭମାନଙ୍କର ଭାରସ୍ଵରୁପ ନ ହେବାକୁ,

ଏଠି: “ମୁଁ କେବେ ମଧ୍ୟ ତୁମ୍ଭମାନଙ୍କର ଆର୍ଥିକ ଭାରସ୍ଵରୁପ ହୋଇ ନାହିଁ”

ଆଉ ତାହା ଅବିରତ କରିବି|

ଏଠି: “ଆଉ ମୁଁ କେବେ ମଧ୍ୟ କରିବି ନାହିଁ|”