Door43-Catalog_or_tn/2CO/11/03.md

1.5 KiB

କିନ୍ତୁ ମୋହର ଏହି ଭୟ ହେଉଅଛି କାଳେ…ଖ୍ରୀଷ୍ଟଙ୍କ ପ୍ରତି ପବିତ୍ର ଉପାସନା|

ଏଠି: “କିନ୍ତୁ ମୋହର ଏହି ଭୟ ହେଉଅଛି କାଳେ ତୁମ୍ଭମାନଙ୍କ ଚିନ୍ତାଧାରା…ଖ୍ରୀଷ୍ଟଙ୍କ ପ୍ରତି ଉପାସନା ଯେପରି ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଭୁଲାଇଲା|”

ଯଦି କେହି ଆସେ ଆଉ

“ଯେତେବେଳେ କେହି ଜଣେ”

ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ, ତାହା ବ୍ୟତିତ ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ, ତାହା ବ୍ୟତିତ ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ,

ଏଠି: “ପବିତ୍ର ଆତ୍ମା ବ୍ୟତିତ ଏକ ଅନ୍ୟ ଆତ୍ମା, ଅବା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଯେଉଁ ସୁସମାଚାର ଗ୍ରହଣ କଲ ତାହା ବ୍ୟତିତ ଅନ୍ୟ ଏକ ସୁସମାଚାର,”

ତୁମ୍ଭେମାନେ ତ ବଡ଼ ସହିଷ୍ଣୁ!

ଏଠି: “ଏହା ସହ୍ୟ କରନ୍ତ!”