Door43-Catalog_or_tn/2CO/11/01.md

1.0 KiB

ସହ୍ୟ କରନ୍ତ

“ସହିଷ୍ଣୁ”

ଅଳ୍ପ ନିର୍ବୋଧତାରେ ମୋ ପ୍ରତି

ଏଠି: “ମୋହର ମୂର୍ଖତାର ଅତ୍ୟଧିକ”

କିନ୍ତୁ ତୁମ୍ଭେମାନେ ତ ପ୍ରକୃତରେ ମୋ ପ୍ରତି ସହିଷ୍ଣୁ!

ଏଠି: “ପ୍ରକୃତରେ, ତୁମ୍ଭେମାନେ !”

ଏକ ସ୍ୱାମୀ ନିମନ୍ତେ ମୁଁ ବାଗ୍‍ଦାନ କରିଅଛି—ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ|

ଏଠି: “ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି|” (ଦେଖନ୍ତୁ: ଉଦାହରଣ)