Door43-Catalog_or_tn/2CO/10/13.md

775 B

ସୀମା ଲଘଂନ କରି

ଏଠି: “ଆମ୍ଭମାନଙ୍କ ଅଧିକାର ଅଞ୍ଚଳ ବାହାରେ ଘଟିଥିବା କାର୍ଯ୍ୟ ବିଷୟରେ”

ଅଞ୍ଚଳ ଯାହା ଈଶ୍ୱର

ଏଠି: “କାର୍ଯ୍ୟର ସୀମା ଯାହା ଈଶ୍ୱର”

ଆପଣାମାନଙ୍କୁ ଅତ୍ୟଧିକ ବିସ୍ତାରିତ କରି ନାହୁଁ

ଏଠି: “ଏହି ସୀମାର ଆର ପାଖରେ ପହଞ୍ଚି ନାହୁଁ”

ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ଯାଇଥିଲୁ

ଏଠି: “କରିନ୍ଥୀର ସବୁ ଦିଗରେ ଯାତ୍ରା କରିଥିଲୁ”