Door43-Catalog_or_tn/2CO/10/11.md

1.1 KiB

ଆମ୍ଭେମାନେ ଯାହା କହୁ

“ଆମ୍ଭେମାନେ” ପାଉଲଙ୍କ ସେବାକାର୍ଯ୍ୟ ଦଳକୁ ଦର୍ଶାଏ| (ଦେଖାନ୍ତୁ: ସୀମା ବହିର୍ଭୁକ୍ତ)

ଆମ୍ଭେମାନେ ପତ୍ରଦ୍ୱାରା ବାକ୍ୟରେ ଯେପରି…ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସେହିପରି

ପାଉଲ କହୁଛନ୍ତି ଯେ, ସେ ଲିଖିବା ନିର୍ଦ୍ଦେଶ ଅନୁସାରେ ସେ ଜୀବନଯାପନ କରିବାକୁ ଇଛା କରୁଛନ୍ତି|

ଗଣନା ବା ତୁଳନା କରିବାକୁ

“ସ୍ଥିତି ବା ତୁଳନା କରିବାକୁ”

କିଛି ସୂକ୍ଷ୍ମଦୃଷ୍ଟି ନାହିଁ

“ସେମାନଙ୍କ ଅଜ୍ଞାନତା ପ୍ରକାଶ କରେ” କିମ୍ବା “ସେମାନଙ୍କ ସୂକ୍ଷ୍ମ ବିଚାରବୁଦ୍ଧିର ଅଭାବ ପ୍ରକାଶ କରେ|”