Door43-Catalog_or_tn/2CO/10/07.md

1.1 KiB

ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ|

ଏଠି: “ଯାହା ତୁମ୍ଭମାନଙ୍କ ନିମନ୍ତେ ଅତି ସ୍ପଷ୍ଟ ହେବା ଉଚିତ ତାହା ବିଚାର କର|”

ଏହା ସେ ପୁଣି ଆପେ ବିବେଚନା କରୁ

“ସେ ସ୍ମରଣ କରୁ”

ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର|

ଏଠି:“ତେବେ ଆମ୍ଭେମାନେ ମଧ୍ୟ ଖ୍ରୀଷ୍ଟଙ୍କର ଅଟୁ ଯେପରି ଯେତିକି ସେ କରେ|”

ତୁମ୍ଭମାନଙ୍କର ଗଠନ

“ଖ୍ରୀଷ୍ଟଙ୍କ ଅନୁସରଣକାରୀ ରୂପେ ତୁମ୍ଭମାନଙ୍କ ବିକାଶକୁ ଉତ୍ସାହିତ କରିବା ” କିମ୍ବା “ଖ୍ରୀଷ୍ଟଙ୍କ ଅନୁସରଣକାରୀ ରୂପେ ତୁମ୍ଭମାନଙ୍କ ବିକାଶକୁ ସାହାଯ୍ୟ କରିବା”